24 May 2015
26 May 2014
10 May 2014
-----------ଏଇ ତ ଜୀବନ-----------
କଟକ ଠାରୁ
ଭୁବେନଶ୍ଵର ଗାଡି ଧାଡି କି ଧାଡି
କଣ୍ଡକ୍ଟର ଡାକୁଛି ହାତ ଠାରି
ଠାରି ........
ଟ୍ରାଫିକ ଜାମ ,ବସ ଜାମ ,ପବ୍ଲିକ ବି ଜାମ
ପୁଲିସ
ଭାଇ ହଉଛି ଏଠି ପୁରା ମାଲମାଲ
ଲାଇସେନ୍ସ ଚେକ ,ହେଲମେଟ ଚେକ
ସବୁ କରୁଛି
ଖିଲାଫ ହେଲେ ପଛ ଆଡେ ଗୁଞ୍ଜା ନଉଛି ......
ଧନ୍ୟ ଏ ଜୀବନ ......... ପୁଲିସ ବି କନକନ .....
ସୁନ୍ଦରୀ ଟୋକୀ କୁ ଟୋକା ଲିଫ୍ଟ ଦଉଛି ....
ବୁଢା ଲୋକ କୁ ପାସ ପାଶ କହୁଛି ...
ଗର୍ଲଫ୍ରେନ୍ଡ ପାଇଁ b’day
gift କିଣୁଛି ....
ବାପା ମା’
ଙ୍କ medicine ଭୁଲି ଯାଉଛି.....
ମୋବାଇଲ ଦୁନିଆ ଏଠି
ସବୁ ତ
busy
ବଞ୍ଚିବାଟା ଦୋସ୍ତ ଏଠି ନୁହରେ easy
ବାଃ ବାଃ ରେ ଏ ଜୀବନ .....ବିକଳ ବି ଛନଛନ..........
-----------ମୁଁ ଓଡିଆ ------------
ଏଠି ରଥ ଯାତରା,ସ୍ନାନ ପୁର୍ଣିମା ଅଲଗା ତାର ମଜା
ରଜ ଦୋଳି କୁ ଏଣ୍ଡୁରି ପିଠା ଯୋଡି ତାର କାଚ ମାର୍କା ;
ପୁଚି ଖେଳ କୁ ,ବାଗୁଡି ଖେଳ
ବୋହୁ ବୋହୁ କା କଣ୍ଢେଇ ନାଚ
ଏଠି ମମତା ଡୋରୀ ରେ ସଭିଏଁ ଯୋଡା
ମୁ ଗରବେ କହୁଛି ଏତିକି ମୁଁ
ଓଡିଆ
ମୁଁ ଓଡିଆ ॥
.........୧......................
ଏଠି ଭଉଣୀ ଅଳି; ପଡିଶା କଳି ପୁଣି ସାଙ୍ଗ ହେଇ ଚଳିବା
ଗାଁ ମୁଣ୍ଡର ପୋଲ ପାଖ ରେ
ଗୁଲି ଖଟି ମାରିବା
ବାପା ଙ୍କ ରାଗ , ମା ଆଦର ;
ଭାଇ ର ସ୍ନେହ ପ୍ରେମ
ନିବିଡ ;
ଏଠି ସ୍ନେହ ,ଆଦରର ଭାଷା ନିଆରା
ମୁ ଗରବେ କହୁଛି ଏତିକି ମୁଁ
ଓଡିଆ
ମୁଁ ଓଡିଆ ॥
...........୨ ...............
(contd.)
11 September 2013
ଅବୁଝା ମନ
ସହଜ ରେ ସିନା ଗଲୁ ତୁ ଭୁଲି,ତତେ ମୁଁ ପାରୁନି ଭୁଲି ;
ସପନରେ ତୁ ଏବେବି ଆସୁଛୁ, ସହିପାରୁନି ଏ ଛାତି ॥
ପ୍ରିୟା .. ପ୍ରିୟା ... ତୋ ବିନା;
ଫିକା ଫିକା ଲାଗେ ଏ ଦୁନିଆ ॥
ମରିବା ଭିତରେ ମତେ ଜୀଇଁବା ଶିଖେଇ;
ଜୀବନ ର କାନ୍ଦ ବେଳେ ଦେଲୁ ତୁ ହସେଇଇ;
ସାଥି ହୋଇ ଚାଲିବାକୁ କଥା ତୁ ଦେଇ;
ବାଟ ଭାଙ୍ଗି ଚାଲିଗଲୁ କହ କିଂ ପାଇ॥
ପ୍ରିୟା .. ପ୍ରିୟା ... ତୋ ବିନା;
ଫିକା ଫିକା ଲାଗେ ଏ ଦୁନିଆ ॥
ସକାଳ ର ପକ୍ଷୀ ପୁଣି ଫେରେ ସଞ୍ଜ କୁ;
ବାଟ ଭୁଲା ଗାଈ ପୁଣି ଫେରେ ଗୋଠ କୁ ;
ତୋ ବାଟ କୁ ଚାହିଁ ଆଜି ବସିଛି ଯ ;
କହ କେବେ ଫେରି ଆସିବୁ ତୁ ॥
କହ କେବେ ଫେରି ଆସିବୁ ତୁ ॥
ପ୍ରିୟା .. ପ୍ରିୟା ... ତୋ ବିନା;
ଭଲ ଲାଗେ ନାହି ଏ ଦୁନିଆ ॥
by -sumit@me
21 July 2013
Ek Prem Katha
Tere sath chalte chalte kahin kho gaya mein..
tere julfo ki pencho se kho ke nikla mein..
tere surat ka aisa dewana bana ;
din mein bhi ab sapne dekhne laga.
raat to teri yaadon mein gujar gaya..
najane kyun dil me kuch khwab jag gaya..
milenge to hum ek din jarrur;
khuda jane milan idhar hoga ya uppar.
(Contd..)
tere julfo ki pencho se kho ke nikla mein..
tere surat ka aisa dewana bana ;
din mein bhi ab sapne dekhne laga.
raat to teri yaadon mein gujar gaya..
najane kyun dil me kuch khwab jag gaya..
milenge to hum ek din jarrur;
khuda jane milan idhar hoga ya uppar.
(Contd..)
20 July 2013
SWAPNA RA ODISHA
Daridra odisha dine gala sunara odisha hei;
Jirna odisha abatirna hela purna odisha
rupa nei....
Gariba muhan ru dukha livigala,
Hasila kalinga bhumi;
Asarae luha akhi tale asi ,
Phur kina gala haji...
SATARE!!!!!!
Ruggnna muhan ti khusi hauthila sustha paban
khai;
‘Neti ‘ mausa je hasi hasi puni gala bardhakya vatta
naba pain...
JATIA
bou j khusi heithila ,govt. Gobar gas
plan pain...
DHADI
nana muhe hasa phutithila free
intrst study loan pain...
SATARE!!!!!!
Emananka pain ,khusi dina thila sate sitara
kakar parii;
Aakhi pichulake livigala ,jebe suruja gala
re uuin...
Sate
kn mana ra hasa otha pakhe jiba rahiii
Aau~~~
Mate asii kie kale kahideba “MU SWAPNA
DEKHUTHILI BOLI !!!!!!!!”
Subscribe to:
Posts (Atom)